ଆଡ଼ଣ Āṟḍ̠aṇa

  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ଆଡ଼ିବା କର୍ମ; ଦେହକୁ ଆସନ୍ନ ଆଘାତରୁ ରକ୍ଷାକରିବା କର୍ମ — Warding off blows; guarding of one's body against impending blows
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ବିପକ୍ଷ ଯୋଦ୍ଧା ବା ମଲ୍ଲର ଆଘାତକୁ ଏଡ଼ିବାପାଇଁ ଯୋଦ୍ଧା ବା ମଲ୍ଲର କୌଶଳବିଶେଷ; ବିପକ୍ଷର ଶସ୍ତ୍ରାଘାତ ବା ମୁଷ୍ଟ୍ୟାଘାତ ଆପଣା ଦେହରେ ନ ଲାଗିବା ପ୍ରକାରେ ହାତ, ଅନ୍ୟ ଶସ୍ତ୍ର ବା ଢାଲଦ୍ୱାରା ଆପଣା ଦେହକୁ ରକ୍ଷା କରିବା — A pose of a warrior or athlete to ward off the blows from an adversary; guarding of one's body from the blows of the attacking enemy with the hands or shield; a defensive pose
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ଆଡ଼ଣ ତାଡ଼ଣ ସରଳି ଯିବା, ଅଦୃଶ୍ୟ ହୋଇ ଠଣା ଧରିଥିବା। ଭକ୍ତଦାସ, ମଥୁରାମଙ୍ଗଳ।
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — (ସଂ. ଅଡ୍ଡନ) ଢାଲ — Shield
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ଗଦା ଖଡ଼ଗ ଆଡ଼ଣ ନାନା ଫଳା ଧରି। ବଳରାମ, ରାମାୟଣ।
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — (ପ୍ରାଚୀନ) ଯୁଦ୍ଧରେ ବ୍ୟବହୃତ ଶସ୍ତ୍ରବିଶେଷ — A kind of weapon used in ancient times
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ପିଟଇ ଫଳା ଆଡ଼ଣ ସଙ୍ଗେ ନାହିଁ ସେହ୍ନା। ସାରଳା ମହାଭାରତ
  • ଦେ. ବି. (ସଂ. ଅଳ୍ ଧାତୁ= ବାରଣ କରିବା, ରୋକିବା; ସଂ. ଅଡ୍ଡ ଧାତୁ=ବନ୍ଦକରିବା) — ଆଡ଼ଖରା ନିବାରଣାର୍ଥ ଟଙ୍ଗା ହୋଇଥିବା ପରଦା — Screen hung up to keep off the slanting rays of the sun