ଆଡ଼ଚାହାଣି Āṟḍ̠achāhāṇi

  • ଦେ. ବି. (ସଂ. ଅରାଳ+ଓ. ଚାୟ୍ ଧାତୁ) — ବାଙ୍କଚାହାଣି; ଅପାଙ୍ଗ ଦୃଷ୍ଟି; ଈଷତ୍ ବକ୍ରଦୃଷ୍ଟି