ଆଡ଼ଛାଟ Āṟḍ̠achhāṭa

  • ଦେ. ବି. — ତେରଛା ଭାବରେ ପଡ଼ୁଥିବା ବର୍ଷା ବା ଛଟା ହେବା ପାଣିର ଆଘାତ
  • ଦେ. ବି. — (ଯଥା—ପୂବେଇ ବର୍ଷା ଯୋଗୁଁ ପୂର୍ବପାଖ ହାତିଅନ୍ଦ କାନ୍ଥରେ ଆଡ଼ଛାଟ ମାରି କାନ୍ଥର ମାଟି ଧୋଇ ହୋଇଗଲାଣି।)