ଆଡ଼କଣ୍ଟା Āṟḍ̠akaṇṭā

  • ଦେ. ବି. (ସଂ. ଅର୍ଦ୍ଧ+କଣ୍ଟକ) — ପରୋକ୍ଷ ଭାବରେ କୌଣସି ବ୍ୟକ୍ତି ପ୍ରତି ପ୍ରଯୁକ୍ତ କଣ୍ଟା ବା ମୁନିଆ ଶସ୍ତ୍ର — A prick or pin by which a person is pricked indirectly, i.e. by which sidelong pricks or pin-pricks are administered to a person
  • ଦେ. ବି. (ସଂ. ଅର୍ଦ୍ଧ+କଣ୍ଟକ) — [ଦ୍ର—ମୀରଟ ଅଭିଯୋଗରେ ବିଚାରପତି ଖବରକାଗଜ ପଢ଼ି ଏବଂ ଘରୁ, ବାହାରୁ, ଉପରୁ ମାଲିକମାନଙ୍କ ଆଡ଼କଣ୍ଟା ଗେଞ୍ଜା ଖାଇ ଅବା ଧୈର୍ଯ୍ୟ ଧରି ରହି ପାରିବେ କିପରି ? ଦୈନିକ ଆଶା 4 । 7 । 29 ।] — [ଦ୍ର—ମୀରଟ ଅଭିଯୋଗରେ ବିଚାରପତି ଖବରକାଗଜ ପଢ଼ି ଏବଂ ଘରୁ, ବାହାରୁ, ଉପରୁ ମାଲିକମାନଙ୍କ ଆଡ଼କଣ୍ଟା ଗେଞ୍ଜା ଖାଇ ଅବା ଧୈର୍ଯ୍ୟ ଧରି ରହି ପାରିବେ କିପରି ? ଦୈନିକ ଆଶା4729]
  • ଦେ. ବି. (ସଂ. ଅର୍ଦ୍ଧ+କଣ୍ଟକ) — ବକ୍ରାଗ୍ର କଣ୍ଟା — A hooked nail