ଆଡ଼ଆଡ଼ପେଲା Āṟḍ̠aāṟḍ̠apelā
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — ଥରକୁ ଥର ଈଷତ୍ ଖୋଲା ଯାଉଥିବା, ପୁନଃ ପୁନଃ ଈଷତ୍ ଉଦ୍ଘାଟିତ (କବାଟ) — Partially opened over and over
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — ଦେଖୁଥାଇ ନାଟ, ତା ପକ୍ଷ୍ମ କବାଟ; ଆଡ଼ଆଡ଼ପେଲା କରି। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — ପୁନଃ ପୁନଃ ଆଡ଼ପେଲା ବା ଈଷତ୍ ମୁଦ୍ରିତ; ବାରମ୍ବାର ଦରଆଉଜା ହେଉଥିବା (କବାଟ) — Slightly closed again and again.(ଯଥା—ଦିନଯାକ ତାଙ୍କ ଦାଣ୍ଡ କବାଟ ଆଡ଼ଆଡ଼ପେଲା ହୋଇଥାଏ)
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — (ଯଥା—ଦିନଯାକ ତାଙ୍କ ଦାଣ୍ଡ କବାଟ ଆଡ଼ଆଡ଼ପେଲା ହୋଇଥାଏ।)
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — ଆଡ଼ପେଲା (ଦେଖ) — Āṟḍ̠apelā (See)
- ଦେ. ବିଣ. (ସଂ. ଅର୍ଦ୍ଧ+କିଳିତ) — [ଦ୍ର—ଅଡ଼ ଶବ୍ଦର ଦ୍ୱିତୀୟ ଥର ପ୍ରୟୋଗ ପୁନଃପୁନଃ ଆଡ଼ପେଲା ହେବାର ସୂଚକ।]