ଆଡ଼ଆଡ଼ ହେବା Āṟḍ̠aāṟḍ̠a hebā
- ଦେ. କ୍ରି. ଅକର୍ମକ — ଲଜ୍ଜା, ଭୟ, ଅଭିମାନ ସମ୍ଭ୍ରମ ଯୋଗୁଁ କୌଣସି ବ୍ୟକ୍ତିଙ୍କ ସାମନାରେ ବା ମୁହାଁମୁହିଁ ଠିଆ ନ ହୋଇ ସଙ୍କୋଚଯୁକ୍ତ ଓ ଏକପାଖିଆ ହେବା — To feel sensitive to stand before and speak to a person face to face
- ଦେ. କ୍ରି. ଅକର୍ମକ — [ଦ୍ର—ଆମ ସମାଜରେ ବୋହୂ ଶାଶୁ ଆଦି ଗୁରୁଜନଙ୍କୁ ଦେଖିଲେ ଆଡ଼ଆଡ଼ ହୁଏ।]
- ଦେ. କ୍ରି. ଅକର୍ମକ — କୌଣସି କାର୍ଯ୍ୟରୁ ସାମାନ୍ୟ ଅନ୍ତର ରହିବା; କୌଣସି କାର୍ଯ୍ୟ ସହିତ ସାକ୍ଷାତସମ୍ବନ୍ଧ ବା ଘନିଷ୍ଠ ସମ୍ପର୍କ ନ ରଖିବା — To keep one's self aloof from any matter
- ଦେ. କ୍ରି. ଅକର୍ମକ — କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା; ଥାଥା ମାମା ହେବା — To shrink from doing a thing
- ଦେ. କ୍ରି. ଅକର୍ମକ — କୌଣସି କାର୍ଯ୍ୟ କରିବାକୁ ଦୋଦୋପାଞ୍ଚ କରିବା; ଦ୍ୱିଧା କରିବା — To hesitate