ଆଡ଼ଆଖିରେ ଚାହିଁବା Āṟḍ̠aākhirechāhinbā

  • ଦେ. କ୍ରି. ସକର୍ମକ — ସାମାନ୍ୟ ଦୃଷ୍ଟିରେ ଦେଖିବା — To cast a glance
  • ଦେ. କ୍ରି. ସକର୍ମକ — ଈଷତ୍ ବକ୍ର ଦୃଷ୍ଟିରେ ଚାହିଁବା — To cast a sidelong glance; to look askance at:
  • ଦେ. କ୍ରି. ସକର୍ମକ — ଟେରେଇ କରି ଚାହିଁବା — To squint at
  • ଦେ. କ୍ରି. ସକର୍ମକ — (ଲକ୍ଷଣାର୍ଥ) ସାମାନ୍ୟ ଅନୁଗ୍ରହ ପ୍ରକାଶ କରିବା; ଅନୁକୂଳ ହେବା — To cast a favourable look on; to look with a little favour on; to bestow a slight favour on; to be favourably disposed towards