ଆଡ଼ଉହାଡ଼ Āṟḍ̠auhāṟḍ̠a
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଆଢୁଆଳ; ଅନ୍ତରାଳ — Backside of an intervening thing
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ପ୍ରାଣମିତଣି, ବିନୟବାଣୀ, ଆଡ଼ଉହାଡ଼ରେ ରହି ଶୁଣାଗଲାନି—ଗୋପାଳକୃଷ୍ଣ, ପଦ୍ୟାବଳି।
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ପାର୍ଶ୍ୱବର୍ତ୍ତୀ ଅଦୃଶ୍ୟ ସ୍ଥାନ — Invisible place nearby; a contiguous position which is not visible to a person
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଶୁଣି ନ ଶୁଣିଲା ପରି ମୁଁ ଯାଉଛି ଆଡ଼ଉହାଡ଼ରେ ଶବଦାଉ—ଗୋପାଳକୃଷ୍ଣ, ପଦ୍ୟାବଳି।
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ବାହାରେ ଥିବା ଲୋକଙ୍କୁ ଦେଖା ନ ଯିବା ଘରର ଭିତର ଅଂଶ — A place inside the room which is not visible from outside
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଲାଜରେ ସେ ସତୀ ଆଡ଼ଉହାଡ଼ରେ ରହି—ବଳରାମ, ରାମାୟଣ।
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଆଡ଼ମୁହୀଁ; ଆଡ଼ତିଆଡ଼; ବାଘମୁହୀଁ; ଘର ଭିତରେ ଦୁଆରମୁହଁଠାରୁ କିଛି ଛଡ଼ାରେ ଦ୍ୱାରର ସାମନାରେ ନିର୍ମିତ ଅଧାକାନ୍ଥି (ଏହି ଅଧାକାନ୍ଥି ଯୋଗୁଁ ବାହାରେ ଠିଆ ହେବା ବ୍ୟକ୍ତି ଘର ଭିତରର ଘଟଣା ଦେଖି ପାରେ ନାହିଁ।) — A low wall or barrier built inside a room in front of the door, so that the inside is not visible from outside
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଗୋପୀମାନଙ୍କର ଗୋଳ ଶୁଣିଣ ଅଇଲେ ଆଡ଼ଉହାଡ଼ରେ ରହି ତାଙ୍କୁ ଅନାଇଲେ—ନାରାୟଣ, ହରିବଂଶ।
- ଦେ. ବି. (ସଂ. ଅରାଳ+ଅନ୍ତରାଳ) — ଯେଉଁ କୋଠରୀର ଦୁଇ ଦିଗର କବାଟ ପରସ୍ପର ସମ୍ମୁଖୀନ ନ ହୋଇ ଆଡ଼ବାଗରେ ଲଗାଯାଇ ଥାଏ (ଏପରି କୋଠରୀର ବାହାରେ ଠିଆ ହେବା ଲୋକର ନଜର କୋଠରୀ ଭିତରକୁ ଟପି ଯାଇ ପାରେ ନାହିଁ।) — A room in which the opposite doors do not directly face each other but are set, one collaterally to the other