ଆଡ଼ଅନ୍ତର Āṟḍ̠a antara

  • ଦେ. ବିଣ. (ସଂ. ଅର୍ଦ୍ଧ+ଅନ୍ତର) — ପାଖଛଡ଼ା; ପାର୍ଶ୍ୱରୁ ଅନ୍ତରିତ
  • ଦେ. ବିଣ. (ସଂ. ଅର୍ଦ୍ଧ+ଅନ୍ତର) — ସଇତା x x x ଛାୟା ପରି ଦିନରାତି ସବୁବେଳେ ସାଆନ୍ତଙ୍କ ପାଖରୁ ଟିକିଏ ବି ଆଡ଼ଅନ୍ତର ହୁଏ ନାହିଁ। ଫକୀରମୋହନ, ପ୍ରାୟଶ୍ଚିତ୍ତ।