ଆଡ଼ Āṟḍ̠a
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ସଂସ୍କୃତ ଅଡ଼୍ ଧାତୁ =ଯୋଡ଼ିବା= to join, ଅଟକାଇବା–to stop. ଅଳ୍ ଧାତୁ = ବାରଣ କରିବା)
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ତରଫ — Direction
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ରମଣଙ୍କୁ ନାଗବଲ୍ଲୀ—ଯାଚି ଯାଚି ମୋ ଆଡ଼େ ଡୋଳା ଢାଳିବ। ଗୋପାଳକୃଷ୍ଣ, ପଦ୍ୟାବଳୀ।
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ପାର୍ଶ୍ୱ; କଡ଼; ପାଖ — Side; flank
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ନାଭିମଣ୍ଡଳରୁ କରି ମଉଳି ପର୍ଯ୍ୟନ୍ତେ ଆଡ଼ ଛାଡ଼ି ଦେଇ ପିଟୁଛନ୍ତି ଅନୁବ୍ରତେ। ବିଷ୍ଣୁ- କେଶରୀପୁରାଣ।
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ଦିଗ — Quarter of the globe
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — (ଯଥା - ପୂର୍ବଆଡୁ ସୂର୍ଯ୍ୟ ଉଦୟ ହେଲେ।)
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ଦେହର (ଅମୁକ) ଅଂଶ — A part of the body.(ଯଥା—ମୁଣ୍ଡଆଡ଼; ଗୋଡ଼ଆଡ଼; ପେଟଆଡ଼; ପିଠିଆଡ଼)
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — (ଯଥା—ମୁଣ୍ଡଆଡ଼; ଗୋଡ଼ଆଡ଼; ପେଟଆଡ଼; ପିଠିଆଡ଼)
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ନାଭିଠାରୁ ତେଣିକି ହୋଇଛି ଶରୀର; ଗୋଡ଼ଆଡ଼ ଯେ ହୋଇ ନାହିଁ ତାହାଙ୍କର। କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ପକ୍ଷ; ଦଳ — Party
- ଦେ. ବି (ସଂ. ଅର୍ଦ୍ଧ; ତୁଳ - ପ୍ରାକୃତ 5 ମୀ ବିଭକ୍ତିର ପ୍ରତ୍ୟୟ ଆଦୁ=ଆଡୁ=ଦିଗରୁ, ଠାରୁ; ତୁଳ — ଦୁର୍ଯ୍ୟୋଧନ ଆଡ଼ରେ ଅଛନ୍ତି ସପ୍ତରଥୀ। ସାରଳାମହାଭାରତ