ଆଡ଼ କରିବା Āṟḍ̠a karibā
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ଓ ଅଳ୍ ଧାତୁ=ବାରଣ କରିବା;
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ଅଟକାଇବା)—
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ତଡ଼ିବା; ଦୂର କରିବା; ଦୂରକୁ ହଟାଇବା; ସ୍ଥାନାନ୍ତର କରିବା — To remove; to drive off
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ପରିଜନେ ଆଡ଼ କରନ୍ତି ନର। ଭକ୍ତଚରଣ, ମଥୁରାମଙ୍ଗଳ।
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ଆଡ଼େଇବା; ପାଖେଇବା — To move to one side
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ହସ୍ତୀକି ବେଗ କରି ନିଅ ତୁ ଆଡ଼ କରି। ନାରାୟଣ, ହରିବଂଶ।
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ଯତ୍ନ ନ ନେବା — To neglect; to take no care of.(ଯଥା—ପିଲାଗୁଡ଼ିକୁ ସାବତ ମା ଆଡ଼ କରି ଦେଲାଣି)
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — (ଯଥା—ପିଲାଗୁଡ଼ିକୁ ସାବତ ମା ଆଡ଼ କରି ଦେଲାଣି।)
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ନ ଶଙ୍ଖୁଳିବା; ନ ପଚାରିବା; ପର କରିବା — 3. To ignore; to cease to enquire of; to treat as a stranger.(ଯଥା—ମୋ ଝିଅ ମଲା ଦିନୁ ଜୋଇଁ ମତେ ଆଡ଼ କରି ଦେଲେଣି)
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — (ଯଥା—ମୋ ଝିଅ ମଲା ଦିନୁ ଜୋଇଁ ମତେ ଆଡ଼ କରି ଦେଲେଣି।)
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — ପରିତ୍ୟାଗ କରିବା — To abandon
- ଦେ. କ୍ରି. ସକର୍ମକ (ତୁଳ-ତାମିଲ-ଆଡ଼କ୍କୁ= ଏକତ୍ର କରିବା; ଗଦା କରିବା; ସଂ. ଅଡ଼୍ ଧାତୁ — (ଯଥା—ସେ ଜନ୍ମ କଲା ପିଲାକୁ ଆଡ଼ କରି ଦେଇ ଚାଲିଗଲା।)