ଆହ୍ୱାନ Āhwāna

  • ସଂ. ବି. (ଆ+ହ୍ୱେ ଧାତୁ=ଡାକିବା+ଭାବ. ଅନ) — ନିମନ୍ତ୍ରଣ; ଡାକରା — Invitation
  • ସଂ. ବି. (ଆ+ହ୍ୱେ ଧାତୁ=ଡାକିବା+ଭାବ. ଅନ) — ଡାକିବା; ଡାକ — Call; summons
  • ସଂ. ବି. (ଆ+ହ୍ୱେ ଧାତୁ=ଡାକିବା+ଭାବ. ଅନ) — ସମ୍ବୋଧନ — Accosting