ଆହ୍ୱାନିବା Āhwānibā

  • ଦେ. ପଦ୍ୟ କ୍ରି (ସଂ. ଆହ୍ୱାନ) — ଆହ୍ୱାନ କରିବା; ଡାକିବା — To call; to invite
  • ଦେ. ପଦ୍ୟ କ୍ରି (ସଂ. ଆହ୍ୱାନ) — ଆର୍ଯ୍ୟ ଧ୍ୱଂସ ଲାଗି— ଯବନକୁ ଆହ୍ୱାନିବେ ସେହି ଆର୍ଯ୍ୟେ ପୁଣି। (ରାଧାନାଥ—ମହାଯାତ୍ରା)