ଆହ୍ଲାଦନ Āhlādana

  • ସଂ. ବି. (ଆ+ହ୍ଲାଦି ଧାତୁ=ଆନନ୍ଦ ଜନ୍ମାଇବା+ଭାବ. ଅନ) — ଆହ୍ଲାଦଜନକ — Giving delight
  • ସଂ. ବି. (ଆ+ହ୍ଲାଦି ଧାତୁ=ଆନନ୍ଦ ଜନ୍ମାଇବା+ଭାବ. ଅନ) — ପ୍ରୀଣନ; ପ୍ରୀତି — Love