ଆହ୍ଲାଦିତ Āhlādita

  • ସଂ. ବିଣ. (ଆ+ହ୍ଲଦ୍ ଧାତୁ+କର୍ତ୍ତୃ ତ) — ଆନନ୍ଦିତ — Gratified; pleased; delighted; full of joy
  • ସଂ. ବିଣ. (ଆ+ହ୍ଲଦ୍ ଧାତୁ+କର୍ତ୍ତୃ ତ) — (ଆହ୍ଲାଦ+ଜାତାର୍ଥେ ଇତ)—ଯାହାର ଆହ୍ଲାଦ ଜନ୍ମିଅଛି; ଜାତାହ୍ଲାଦ — Rejoiced