ଆହ୍ୱାୟକ Āhwāyaka

  • ସଂ. ବିଣ. ପୁଂ. (ଆ+ହ୍ୱେ ଧାତୁ=ଡାକିବା+କର୍ତ୍ତୃ. ଅକ) — ଯେ ଆହ୍ୱାନ କରେ — One who calls or invites
  • ସଂ. ବି. — ଦୂତ — A messenger