ଆଶଙ୍କା Āṡaṅkā

  • ସଂ. ବି. (ଆ=ସମ୍ୟକ୍+ଶଙ୍କ୍ ଧାତୁ=ଭୀତ ହେବା+ଭାବ.ଅ +ସ୍ତ୍ରୀ. ଆ) — ତ୍ରାସ; ଭୟ; ବିଶେଷ ଭୟ — Dread; apprehension; fear; alarm
  • ସଂ. ବି. (ଆ=ସମ୍ୟକ୍+ଶଙ୍କ୍ ଧାତୁ=ଭୀତ ହେବା+ଭାବ.ଅ +ସ୍ତ୍ରୀ. ଆ) — ସନ୍ଦେହ; ବିତର୍କ — Doubt; suspicion
  • ସଂ. ବି. (ଆ=ସମ୍ୟକ୍+ଶଙ୍କ୍ ଧାତୁ=ଭୀତ ହେବା+ଭାବ.ଅ +ସ୍ତ୍ରୀ. ଆ) — ଅନିଶ୍ଚୟତା — Uncertainty
  • ସଂ. ବି. (ଆ=ସମ୍ୟକ୍+ଶଙ୍କ୍ ଧାତୁ=ଭୀତ ହେବା+ଭାବ.ଅ +ସ୍ତ୍ରୀ. ଆ) — ସଂକୋଚ — Hesitation; diffidence