ଆଶୟୋପମା Āṡayopamā

  • ସଂ. ବି. (ମଧ୍ୟପଦଲୋପୀ; ଆଶୟ ଯୁକ୍ତ ଉପମା) — ଅର୍ଥାଳଙ୍କାରବିଶେଷ ଯେଉଁଠାରେ ଆଶୟାର୍ଥ ପୂର୍ଣ୍ଣ ଥାଏ — A figure of speech
  • ସଂ. ବି. (ମଧ୍ୟପଦଲୋପୀ; ଆଶୟ ଯୁକ୍ତ ଉପମା) — ଯଥା
  • ସଂ. ବି. (ମଧ୍ୟପଦଲୋପୀ; ଆଶୟ ଯୁକ୍ତ ଉପମା) — ମୁଖନେତ୍ର ଓଷ୍ଠ ରଦ ଗଣ୍ଡସୁ ଚିବୁକ, ଶ୍ରୁତିକେଶ ବାସ ସ୍ତନ ପାଦ ପାଣି ନାକ ଜାତି କାନ୍ତି ମତୀ ସୁମାନସରେ ପୂଜିତ ଶାରଙ୍ଗ ସଙ୍ଗ ରଙ୍ଗକୁ ବର୍ଦ୍ଧିନୀ ମୋହିତ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।