ଆଶର Āṡara

  • ସଂ. ବି. (ଆ+ଶୃ ଧାତୁ=ବଧ କରିବା+କର୍ତ୍ତୃ. ଅ) — ଅଗ୍ନି — Fire
  • ସଂ. ବି. (ଆ+ଶୃ ଧାତୁ=ବଧ କରିବା+କର୍ତ୍ତୃ. ଅ) — ରାକ୍ଷସ — Demon