ଆଶଙ୍କିତ Āṡaṅkitā

  • ସଂ. ବିଣ. (ଆ+ଶଙ୍କ୍ ଧାତୁ+କର୍ତ୍ତୃ. ତ; ବା ଆଶଙ୍କା+ ଜାତାର୍ଥେ. ଇତ) — ଭୀତ — Frightened; apprehensive
  • ସଂ. ବିଣ. (ଆ+ଶଙ୍କ୍ ଧାତୁ+କର୍ତ୍ତୃ. ତ; ବା ଆଶଙ୍କା+ ଜାତାର୍ଥେ. ଇତ) — (+କର୍ମ. ତ)—ଯେଉଁ ବିଷୟରେ ଆଶଙ୍କା ଜନ୍ମିଅଛି — Apprehended; dreaded; feared