ଆଶଙ୍କନୀୟ Āṡaṅkanīya

  • ସଂ. ବିଣ. (ଆ=ଶଙ୍କ୍ ଧାତୁ=ଭୟ କରିବା+କର୍ମ. ଅନୀୟ) — ଯାହାକୁ ଶଙ୍କା ବା ଭୟ କରାଯାଏ; ଆଶଙ୍କା ଯୋଗ୍ୟ; ଆଶଙ୍କାସ୍ଥଳ — To be dreaded or feared
  • ସଂ. ବିଣ. (ଆ=ଶଙ୍କ୍ ଧାତୁ=ଭୟ କରିବା+କର୍ମ. ଅନୀୟ) — ଯାହା ସମ୍ବନ୍ଧେ ମନରେ ଆଶଙ୍କା ଜାତ ହୁଏ — In respect of whom there may be apprehension