ଆଦୃଶ୍ୟ Ādṛuṡya

  • ଗ୍ରା. କ୍ରି. ବିଣ. (ସଂ. ସଦୃଶ) — ଈଷତ୍; ସାମାନ୍ୟରେ; ଅଳ୍ପକେ — Slightly.(ଯଥା—ମତେ ଜର ଆଦୃଶ୍ୟ ଦେଖାଉଛି)
  • ଗ୍ରା. କ୍ରି. ବିଣ. (ସଂ. ସଦୃଶ) — (ଯଥା—ମତେ ଜର ଆଦୃଶ୍ୟ ଦେଖାଉଛି।)
  • ଗ୍ରା. କ୍ରି. ବିଣ. (ସଂ. ସଦୃଶ) — (ଅମୁକ) ସହିତ ଈଷତ୍ ସାଦୃଶ୍ୟ ଥାଇ — Having a slight similarity with.(ଯଥା—ଏ ଝିଅଟି ମାଆ ଆଦୃଶ୍ୟରେ ଗଢ଼ା)
  • ଗ୍ରା. କ୍ରି. ବିଣ. (ସଂ. ସଦୃଶ) — (ଯଥା—ଏ ଝିଅଟି ମାଆ ଆଦୃଶ୍ୟରେ ଗଢ଼ା।)