ଆଦେଶକ Ādeṡaka
- ସଂ. ବିଣ. ପୁଂ. (ଆ+ଦିଶ୍+କର୍ତ୍ତୃ. ଅକ ଯେ ଆଦେଶ କରନ୍ତି ବା ଦିଅନ୍ତି) — ସେନାପତି — General; commander-in-chief
- ସଂ. ବିଣ. ପୁଂ. (ଆ+ଦିଶ୍+କର୍ତ୍ତୃ. ଅକ ଯେ ଆଦେଶ କରନ୍ତି ବା ଦିଅନ୍ତି) — ନେତା — Leader
- ସଂ. ବିଣ. ପୁଂ. (ଆ+ଦିଶ୍+କର୍ତ୍ତୃ. ଅକ ଯେ ଆଦେଶ କରନ୍ତି ବା ଦିଅନ୍ତି) — କାରଖାନା ଆଦିର ଉପରିସ୍ଥ ପରିଚାଳକ ବା ତନଖିବା ହାକିମ — A director