ଆଦେଷ୍ଟା Ādeshṭā

  • ସଂ. ବିଣ (ଆ+ଦିଶ୍ ଧାତୁ+କର୍ତ୍ତୃ. ତୃ) — ଉପଦେଶକ — Advising
  • ସଂ. ବିଣ (ଆ+ଦିଶ୍ ଧାତୁ+କର୍ତ୍ତୃ. ତୃ) — ଆଦେଶକର୍ତ୍ତା — Ordering
  • ସଂ. ବି — ଯଜମାନ