ଆଦେଶିବା Ādeṡibā
- ଦେ. ପଦ୍ୟ. କ୍ରି. (ସଂ. ଆଦେଶ) — ଆଜ୍ଞାଦେବା — To order
- ଦେ. ପଦ୍ୟ. କ୍ରି. (ସଂ. ଆଦେଶ) — ଶଲ୍ୟଙ୍କୁ ଆଦେଶେ ବୀର ବେଗେ ନିଅ ରଥ। ରାଧାନାଥ, ବେଣୀସଂହାର।
- ଦେ. ପଦ୍ୟ. କ୍ରି. (ସଂ. ଆଦେଶ) — ହୁକୁମ ଜାରି କରିବା — To publish or promulgate an order
- ଦେ. ପଦ୍ୟ. କ୍ରି. (ସଂ. ଆଦେଶ) — ଉପଦେଶ ଦେବା — To advise