ଆଦିଷ୍ଟ Ādishṭa

  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — ଯାହାପ୍ରତି କୌଣସି ଆଦେଶ ଦିଆଯାଇଥାଏ; ଆଜ୍ଞପ୍ତ; ଆଦେଶପ୍ରାପ୍ତ; ଅନୁଜ୍ଞାତ — Ordered to do a thing
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — ଯାହା ଆଦେଶ କରା ଯାଇଥାଏ — That which has been ordered to be done
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — କୌଣସି କାର୍ଯ୍ୟ କରିବାକୁ ନିଯୁକ୍ତ — Employed; engaged; deputed
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — କଥିତ; ଉପଦିଷ୍ଟ — Said; advised
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — ବି.—
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — ଆଦେଶ; ଆଜ୍ଞା — Order
  • ସଂ. ବିଣ. (ଆ+ଦିଶ୍ ଧାତୁ=ଦାନ କରିବା; ଅନୁମତି ଦେବା +କର୍ମ. ତ) — ଉଚ୍ଛିଷ୍ଟ — The leavings of a meal; orts