ଆଦିରାଜ Ādirāja
- ସଂ. ବି. (ଆଦିମ=ପ୍ରଥମ+ରାଜନ୍=ରାଜା) — ପୁରାଣ ମତରେ ପୃଥିବୀର ସର୍ବପ୍ରଥମ ରାଜା ପୃଥୁ; (ପୁରୁବଂଶୀୟ ରାଜା, ଏ ଅବିବକ୍ଷିତଙ୍କ ପୁତ୍ର) — An epithet of king Pṛuthu, the st king on earth
- ସଂ. ବି. (ଆଦିମ=ପ୍ରଥମ+ରାଜନ୍=ରାଜା) — ବୈବସ୍ୱତ ମନୁ — An epithet of Bai̱baswata Manu