ଆଦୀନବ Ādīnaba
- ସଂ. ବି. (ଆ=ଅତିଶୟ+ଦୀନ=ଦୈନ୍ୟ+ଅଛି ଅର୍ଥରେ ବ; କିମ୍ବା ଆ+ଦୀ ଧାତୁ=ଦୀନ ହେବା+ — ଭାବ. ତ - ଯହିଁରେ ଲୋକ ଅତିଶୟ ଦୁଃଖୀ ହୁଏ)—
- ସଂ. ବି. (ଆ=ଅତିଶୟ+ଦୀନ=ଦୈନ୍ୟ+ଅଛି ଅର୍ଥରେ ବ; କିମ୍ବା ଆ+ଦୀ ଧାତୁ=ଦୀନ ହେବା+ — ଦୋଷ — Fault; defect
- ସଂ. ବି. (ଆ=ଅତିଶୟ+ଦୀନ=ଦୈନ୍ୟ+ଅଛି ଅର୍ଥରେ ବ; କିମ୍ବା ଆ+ଦୀ ଧାତୁ=ଦୀନ ହେବା+ — କ୍ଳେଶ; ଅସୁଖ — Trouble
- ସଂ. ବିଣ. — ଦୁର୍ଦ୍ଦମ — Wicked; untamable
- ସଂ. ବିଣ. — ଦୁରନ୍ତ; ଦୁଃଖଦାୟକ — Troublesome