ଆତୋଦ୍ୟ Ātodya

  • ସଂ. ବି. (ଆ+ତୁଦ୍ ଧାତୁ=ପୀଡ଼ନ କରିବା+କର୍ମ. ଯ) — ବୀଣା, ବଂଶୀ, ମୃଦଙ୍ଗ ଓ ଝାଞ୍ଜ ଏହି ଚତୁର୍ବିଧ ବାଦ୍ୟ