ଆତ୍ତ Ātta

  • ସଂ. ବିଣ. (ଆ+ଦା ଧାତୁ=ଦେବା+କର୍ମ. ତ) — ଗୃହୀତ — Taken
  • ସଂ. ବିଣ. (ଆ+ଦା ଧାତୁ=ଦେବା+କର୍ମ. ତ) — ପ୍ରାପ୍ତ — Received