ଆତ୍ତଗର୍ବ Āttagarba

  • ସଂ. ବିଣ. (ଆତ୍ତ=ଗୃହୀତ+ଗର୍ବ; ଯାହାର ଗର୍ବ ଗୃହୀତ ହୋଇ ସାରିଅଛି) — ହତଗର୍ବ — Humiliated; crestfallen
  • ସଂ. ବିଣ. (ଆତ୍ତ=ଗୃହୀତ+ଗର୍ବ; ଯାହାର ଗର୍ବ ଗୃହୀତ ହୋଇ ସାରିଅଛି) — ପରାଭୂତ — Overpowered