ଆତ୍ତଗନ୍ଧ Āttagandha

  • ସଂ. ବିଣ. (ବହୁବ୍ରୀହି; ଆତ୍ତ=ଗୃହୀତ+ଗନ୍ଧ=ସୁବାସ) — ଯାହାର ଗନ୍ଧ ଗ୍ରହଣ କରାଯାଇଅଛି; ଆଘ୍ରାତ — Which has been smelt
  • ସଂ. ବିଣ. (ବହୁବ୍ରୀହି; ଆତ୍ତ=ଗୃହୀତ+ଗନ୍ଧ=ସୁବାସ) — ଯେ ଗନ୍ଧ ଗ୍ରହଣ କରିଅଛି; ଆଘ୍ରାୟକ — One who has enjoyed the smell of a thing