ଆଚମନକ Āchamanaka

  • ସଂ. ବି. ପୁଂ. (ଆଚମନ=ଆଞ୍ଚେଇବା+କ=ଜଳ) — ନିଷ୍ଠୀବନ ପାତ୍ର; ପିକଦାନି — Spittoon
  • ସଂ. ବି. ପୁଂ. (ଆଚମନ=ଆଞ୍ଚେଇବା+କ=ଜଳ) — ଯେଉଁ ପାତ୍ରରେ ମୁଖ ପ୍ରକ୍ଷାଳନାର୍ଥ ଜଳ ରଖାଯାଏ; ଅବଖୁରା — A water pot in which water intended for rinsing or sipping is kept