ଆଚମ୍ବିତ Āchambita
- ଦେ. ବିଣ. (ସଂ. ଅସମ୍ଭାବିତ) — ଆଶ୍ଚର୍ଯ୍ୟାନ୍ୱିତ; ବିସ୍ମିତ (ବ୍ୟକ୍ତି) — Astonished; surprised
- ଦେ. ବିଣ. (ସଂ. ଅସମ୍ଭାବିତ) — ଅଦ୍ଭୁତ; ଆଶ୍ଚର୍ଯ୍ୟଜନକ — Wonderful
- ଦେ. ବିଣ. (ସଂ. ଅସମ୍ଭାବିତ) — ଏ କଥା ଶୁଣି ନାରଦ ହେଲେ ଆଚମ୍ବିତ—ପୀତାମ୍ବର, ନୃସିଂହପୁରାଣ।
- ଦେ. ବିଣ. (ସଂ. ଅସମ୍ଭାବିତ) — ଆଶା କରା ଯାଇ ନ ଥିବା; ଅଭୂତପୂର୍ବ; ଅଶ୍ରୁତପୂର୍ବ — Unforeseen; unprecedented
- ଦେ. ବିଣ. (ସଂ. ଅସମ୍ଭାବିତ) — ଅସମ୍ଭାବିତ — Unexpected
- ଦେ. ବିଣ. (ସଂ. ଅସମ୍ଭାବିତ) — ଅସମ୍ଭବ — Impossible
- ଦେ. ବି. — ଆଶ୍ଚର୍ଯ୍ୟ — Wonder; surprise
- ଦେ. ବି. — ତାହାରେ ଦ୍ରୋହ ଜନ୍ତୁପିତ ଏ କଥା ବଡ଼ ଆଚମ୍ବିତ—ଜଗନ୍ନାଥ, ଭାଗବତ 4 ର୍ଥ। — ତାହାରେ ଦ୍ରୋହ ଜନ୍ତୁପିତ ଏ କଥା ବଡ଼ ଆଚମ୍ବିତ—ଜଗନ୍ନାଥ, ଭାଗବତ4ର୍ଥ