ଆଚମ୍ବିତେ Āchambite

  • ଦେ. କ୍ରି. ବିଣ. — ଆଶ୍ଚର୍ଯ୍ୟରୂପେ — In a wonderful manner; wonderfully
  • ଦେ. କ୍ରି. ବିଣ. — ଆଚମ୍ବିତେ ନଭୋଦେଶେ ଶୁଭିଲା ଚଡ଼କ—ରାଧାନାଥ, ବେଣୀସଂହାର।
  • ଦେ. କ୍ରି. ବିଣ. — ଅକସ୍ମାତ୍; ହଠାତ୍ — All on a sudden
  • ଦେ. କ୍ରି. ବିଣ. — ଅପ୍ରତ୍ୟାଶିତରୂପେ
  • ଦେ. କ୍ରି. ବିଣ. — ମହାପ୍ରସାଦ ଆଚମ୍ବିତେ, ଯାଚିଲେ ଏକାଦଶୀ ବ୍ରତେ—ଭୂପତି, ପ୍ରେମପଞ୍ଚାମୃତ।