ଆଚମନ Āchamana
- ସଂ. ବି. (ଆ=ଈଷତ୍+ଚମ୍ ଧାତୁ=ଭୋଜନ କରିବା+ଭାବ. ଅନ) — ଭୋଜନ କରିବା ପୂର୍ବରୁ ମନ୍ତ୍ରପାଠପୂର୍ବକ ଗଣ୍ଡୂଷଦ୍ୱାରା ସାମାନ୍ୟ ଜଳ ମୁଖକୁ ନେବା — Sipping a little water from the cup of the palm
- ସଂ. ବି. (ଆ=ଈଷତ୍+ଚମ୍ ଧାତୁ=ଭୋଜନ କରିବା+ଭାବ. ଅନ) — ଭୋଜନାନ୍ତେ ମୁଖ ପ୍ରକ୍ଷାଳନ କରିବା; ଆଞ୍ଚୋଇବା — Rinsing of the mouth after meal
- ସଂ. ବି. (ଆ=ଈଷତ୍+ଚମ୍ ଧାତୁ=ଭୋଜନ କରିବା+ଭାବ. ଅନ) — ଭୋଜନ ସାରି ଋଷି ଆଚମନ କଲେ ଗୁଆ ଖଣ୍ତେ ଚୋବାଇ ଘୁମାଇ ରହିଲେ। କୃଷ୍ଣସିଂହ, ମହାଭାରତ, ଶାନ୍ତି।