ଆକ୍ଷିକ Ākshika
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆ ଖେଳାଳି; ଜୁଆରି — Gambler
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆଖେଳରେ ଅର୍ଜିତ ଧନ — Money gained by gambling
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆରେ ହାରିବା ଧନ — Money lost in gambling
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଭାରଭୂତ ଅକ୍ଷ ବା ପଶାକାଠି ଯେ ରଖିଥାଏ — One who uses loaded dice
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆ ଖେଳରେ ଜିତିବା ବ୍ୟକ୍ତି — One who wins at gambling
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆ ଖେଳଦ୍ୱାରା ଧନଅର୍ଜନ କରିବା ବ୍ୟକ୍ତି — One who gains by gambling
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଜୁଆ ଖେଳରେ କରାଯିବା ଦେଣା — Gambling debt
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ତିନିଶ (ବୃକ୍ଷ) (ଦେଖ) — Tiniṡa (tree) (See)
- ସଂ. ବି. ପୁଂ. (ଆକ୍ଷ+ଖେଳିବା ଅର୍ଥରେ. ଇକ) — ଆଛୁଗଛ (ଦେଖ) (ହରେକୃଷ୍ଣ. ଦ୍ରବ୍ୟଗୁଣ) — Āchhu (tree) (See)
- ସଂ. ବିଣ. — ପଶାଖେଳ ସମ୍ବନ୍ଧୀୟ — Relating to dice
- ସଂ. ବିଣ. — ଜୁଆଖେଳସମ୍ବନ୍ଧୀୟ — Relating to gambling
- ସଂ. ବିଣ. — ଜୁଆଖେଳଦ୍ୱାରା ଯାହା ଜିତା ଯାଇଥାଏ; ଦ୍ୟୂତଦ୍ୱାରା ଅର୍ଜିତ — Won by gambling