ଆକ୍ଷପାଦ Ākshapāda

  • ସଂ. ବିଣ. ପୁଂ. (ଆକ୍ଷପାଦ+ଅ) — ଆକ୍ଷପଦ ବା ଗୌତମ ଦ୍ୱାରା ପ୍ରବର୍ତ୍ତିତ ବା ଶିକ୍ଷା ଦିଆଯାଇଥିବା
  • ସଂ. ବି. ପୁଂ. — ନୈୟାୟିକ
  • ସଂ. ବି (ଗୌତମ ପ୍ରବର୍ତ୍ତିତ) — ନ୍ୟାୟ ଦର୍ଶନ — The Nyāya-system of philosophy
  • ସଂ. ବି (ଗୌତମ ପ୍ରବର୍ତ୍ତିତ) — (ଆକ୍ଷପାଦୀ–ସ୍ତ୍ରୀ)