ଆକ୍ଷାର Ākshāra

  • ସଂ. ବି. (ଆ+କ୍ଷର୍ ଧାତୁ+ଭାବ. ଅ) — ଦୁର୍ନାମ — Calumny
  • ସଂ. ବି. (ଆ+କ୍ଷର୍ ଧାତୁ+ଭାବ. ଅ) — ଅପରାଧ ସମ୍ବନ୍ଧୀୟ ଅଭିଯୋଗ — A charge
  • ସଂ. ବି. (ଆ+କ୍ଷର୍ ଧାତୁ+ଭାବ. ଅ) — ଅଗମ୍ୟାଗମନ ବା ଲାମ୍ପଟ୍ୟ ସମ୍ବନ୍ଧରେ ଅଭିଯୋଗ — An accusation of adultery