ଆକ୍ଷାରିତ Ākshārita

  • ସଂ. ବିଣ. ପୁଂ. (ଆ+କ୍ଷର୍ ଧାତୁ+କର୍ମ. ତ) — ଅଭିଯୁକ୍ତ — Accused; charged
  • ସଂ. ବିଣ. ପୁଂ. (ଆ+କ୍ଷର୍ ଧାତୁ+କର୍ମ. ତ) — ଅପରାଧୀ — Guilty; criminal
  • ସଂ. ବିଣ. ପୁଂ. (ଆ+କ୍ଷର୍ ଧାତୁ+କର୍ମ. ତ) — ମୈଥୁନ ବିଷୟକ ଅପବାଦଗ୍ରସ୍ତ; ଅଗମ୍ୟାଗମନ ବା ଲାମ୍ପଟ୍ୟ ଦୋଷଦୁଷ୍ଟ — Charged with adultery
  • ସଂ. ବିଣ. ପୁଂ. (ଆ+କ୍ଷର୍ ଧାତୁ+କର୍ମ. ତ) — ନିନ୍ଦିତ — Vilified; blamed