ଆକ୍ଷିପ୍ତ Ākshipta
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ତଳକୁ ଫିଙ୍ଗାଯାଇଥିବା — Thrown down
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଜବରଦସ୍ତି ଛଡ଼ାଇ ନିଆ ଯାଇଥିବା — Snatched away
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଯାହାକୁ ବାଧା ଦିଆଯାଇଥାଏ; ପ୍ରତିହତ — Repulsed
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଉତ୍ସାହିତ — Overthrown
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଧରା ଯାଇଥିବା; ଧୃତ — Seized; grasped
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଆକୃଷ୍ଟ — Drawn; attracted
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ପ୍ରଲୋଭିତ — Enticed; seduced
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ପରାଭୂତ — Overpowered
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଅଭିଭୂତ — Bewildered
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଉଦ୍ବେଜିତ — Perplexed; distracted
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଡିପୋଜିଟ୍ କରା ଯାଇଥିବା — Deposited
- ସଂ. ବିଣ (ଆ+କ୍ଷିପ୍ ଧାତୁ+କର୍ମ. ତ) — ଅପମାନିତ — Insulted