ଆକାଶେଶ Ākāṡeṡa

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଆକାଶ+ଈଶ) — ଇନ୍ଦ୍ର — God Indra
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଆକାଶ+ଈଶ) — (ସୃତି) ନିରାଶ୍ରୟ ବ୍ୟକ୍ତି (ଯଥା ଶିଶୁ, ନିର୍ଧନା ସ୍ତ୍ରୀ) — (Hindu law) Helpless person (e. g. a child, a poor woman)