ଆକାଶେ Ākāṡe

  • ସଂ. ଅ. (ନାଟକୋକ୍ତି) — ନାଟକରେ ଅଭିନୟକାରୀ ପ୍ରତି ଉପଦେଶରୂପେ ବ୍ୟବହୃତ ଶବ୍ଦ (ଯେତେବେଳେ ରଙ୍ଗଭୂମିରେ ଉପସ୍ଥିତ ନଟ ରଙ୍ଗଭୂମିରେ ଅନୁପସ୍ଥିତ ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରେ ବା ରଙ୍ଗଭୂମିରେ ଅନୁପସ୍ଥିତ ବ୍ୟକ୍ତିର ପ୍ରଶ୍ନକୁ ଶୁଣେ ବା ଅପେକ୍ଷା କରେ ସେତେବେଳେ ଏହି ଶବ୍ଦ ବନ୍ଧନୀ ମଧ୍ୟରେ ଲେଖା ହୁଏ)—