ଆକୀର୍ଣ୍ଣ Ākīrṇṇa

  • ସଂ. ବିଣ (ଆ=ଇତସ୍ତତଃ+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ତ; ଏହା ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ) — ବ୍ୟାପ୍ତ; ସଂକୁଳିତ — Abounding in; Overspread with; filled with; crowded with
  • ସଂ. ବିଣ (ଆ=ଇତସ୍ତତଃ+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ତ; ଏହା ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ) — ଇତସ୍ତତଃ ବିକ୍ଷିପ୍ତ — Strewn here and there
  • ସଂ. ବିଣ (ଆ=ଇତସ୍ତତଃ+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ତ; ଏହା ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ) — ଯହିଁରେ କୌଣସି ବସ୍ତୁ ଇତସ୍ତତଃ ବିଞ୍ଚା ହୋଇଥାଏ — Infested by; scattered with.(ଯଥା—ନକ୍ଷତ୍ରାକୀର୍ଣ୍ଣ; ରତ୍ନାକୀର୍ଣ୍ଣ)
  • ସଂ. ବିଣ (ଆ=ଇତସ୍ତତଃ+କୃ ଧାତୁ=ବିକ୍ଷେପ କରିବା+କର୍ତ୍ତୃ. ତ; ଏହା ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ) — (ଯଥା—ନକ୍ଷତ୍ରାକୀର୍ଣ୍ଣ; ରତ୍ନାକୀର୍ଣ୍ଣ)
  • ସଂ. ବି — ଦଳ— — A crowd