ଆକାଶିଆ Ākaṡiā
- ଦେ. ବିଣ. (ସଂ. ଆକାଶୀୟ) — ଗଗନସ୍ପର୍ଶୀ; ଅତିଉଚ୍ଚ
- ଦେ. ବିଣ. (ସଂ. ଆକାଶୀୟ) — କାଳ୍ପନିକ (ବିଷୟ) — Imaginary; fanciful (matter)
- ଦେ. ବିଣ. (ସଂ. ଆକାଶୀୟ) — ଅସମ୍ଭବ (ବିଷୟ) — Improbable (matter)
- ଦେ. ବିଣ. (ସଂ. ଆକାଶୀୟ) — ଆଡ଼ମ୍ବରପୂର୍ଣ୍ଣ ଓ ମୂଲ୍ୟହୀନ (ବାକ୍ୟ) — Bombastic and valueless high-sounding (words); empty (words)
- ଦେ. ବିଣ. (ସଂ. ଆକାଶୀୟ) — ପୁଂ. ଓ ସ୍ତ୍ରୀ.—
- ଦେ. ବିଣ. (ସଂ. ଆକାଶୀୟ) — ଯେଉଁ ବ୍ୟକ୍ତି ଅସମ୍ଭବ କଥାମାନ କରେ — (a person) Doing improbable things
- ଦେ. ବିଣ. (ସଂ. ଆକାଶୀୟ) — ବାଗାଡ଼ମ୍ବରକାରୀ (ବ୍ୟକ୍ତି) — Speaking high-sounding but valueless words
- ଦେ. ବିଣ. (ସଂ. ଆକାଶୀୟ) — କାଳ୍ପନିକ କଥା କହିବା (ବ୍ୟକ୍ତି) — (a person) Speaking of imaginary things