ଆକାଶଶବ୍ଦ Ākāṡaṡabda

  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ଶବ୍ଦ) — ଆକାଶବାଣୀ (ଦେଖ)
  • ସଂ. ବି. (ମଧ୍ୟପଦଲୋପୀ; ଆକାଶ+ଶବ୍ଦ) — [ଦ୍ର—ହିନ୍ଦୁବିଜ୍ଞାନମତରେ ଆକାଶ ସମସ୍ତ ଶବ୍ଦର ଆଧାର ଅଟେ।]