ଆକାଶିଲଗା Ākāṡilagā
- ଗ୍ରା. ବି. — ସବାରି ବେହେରାମାନଙ୍କ ଡାକବିଶେଷ (ଏହାର ଅର୍ଥ—ସାବଧାନ, ଆମ ମୁଣ୍ତ ଉପରେ ଡାଳ ଆଦି ଅଛି)—
- ଗ୍ରା. ବି. — [ଦ୍ର—ବାଟରେ ମୁଣ୍ତ ଉପରେ ଡାଳ, କଣ୍ଟା ବା ଲତା ଓହଳି ଥିଲେ ଓ ତାହା ସବାରି ଛାତରେ ବାଜିବାର ଆଶଙ୍କା ହେଲେ, ସବାରିର ଆଗ ପାଖ କାନ୍ଧେଇଥିବା ବେହେରା (କୁମ୍ଭାଳ)ମାନେ ଏହି ପଦଟି ବୋଲି ପଛକାନ୍ଧିଆ ବେହେରା (ଫିଙ୍ଗାଳ)ମାନଙ୍କୁ ସାବଧାନ କରିଦିଅନ୍ତି।]