ଅସ୍ଥିର Asthira
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ଯାହା ସ୍ଥିରୀକୃତ ନୁହେ — Unsettled
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ଅନିଶ୍ଚିତ — Not sure
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ଅଥୟ; ଚଞ୍ଚଳ; ଅଧୀର — Restless; unsteady
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ଅବ୍ୟବସ୍ଥିତ — Changing
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ବିଚଳିତ — Moving
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ଟଳଟଳିଆ — Tottering; unstable
- ସଂ. ବିଣ. ପୁଂ. (ଅ=ନୁହେ+ସ୍ଥିର=ନିଶ୍ଚିତ) — ପରିବର୍ତ୍ତନଶୀଳ — Changeable