ଅସ୍ଥିଭଙ୍ଗ Asthibhaṇga

  • ସଂ. ବି. ( 6 ଷ୍ଠୀ ତତ୍; ଅସ୍ଥି+ଭଙ୍ଗ) — ହାଡ଼ ଭାଙ୍ଗିଯିବା — Fracture of bone
  • ସଂ. ବି. ( 6 ଷ୍ଠୀ ତତ୍; ଅସ୍ଥି+ଭଙ୍ଗ) — ହାଡ଼ଭଙ୍ଗା ଲତା — A creeper Vitis Quadrangularis