ଅସ୍ଥିରଚେତା Asthirachetā
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅସ୍ଥିର+ଚେତସ୍; 1 ମା. 1 ବ.) — ଚଞ୍ଚଳମନ; ଯାହାର ମନ ବେଳକୁବେଳ ବଦଳେ; ଅବ୍ୟବସ୍ଥିତ ଚିତ୍ତ — Fickle-minded; irresolute
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅସ୍ଥିର+ଚେତସ୍; 1 ମା. 1 ବ.) — ବ୍ୟାକୁଳ ଚିତ୍ତ — Restless; mentally agitated
- ସଂ. ବି—(କର୍ମଧା) ପରିବର୍ତ୍ତନଶୀଳ ମନ; ଯେଉଁ ମନର ସ୍ଥିରତା ନାହିଁ; ଅବ୍ୟବସ୍ଥିତ ମନ — Fickle mind
- ସଂ. ବି—(କର୍ମଧା) ବ୍ୟାକୁଳଚିତ୍ତ — Agitated mind